Bills Rights
Bills Rights
Bills Rights

ଗ୍ରାହକ ଅଧିକାର ବିଲ୍

ପ୍ରତ୍ୟେକ ସଂଗଠନର ସଫଳତା ତାହାର ଭରସା, ପାରଦର୍ଶିତା ଏବଂ ମୂଲ୍ୟବୋଧରେ ନିରନ୍ତରତା ଉପରେ ନିର୍ଭର କରିଥାଏ, ଯାହା ସେ ନିଜର ଗ୍ରାହକମାଙ୍କ ପାଇଁ ଉପଲବ୍ଧ କରାଇଥାଏ। ଏଥିପାଇଁ, ଆମେ ‘ଅଧିକାର ବିଲ୍’ ପ୍ରସ୍ତୁତ କରିଛୁ ଯାହା ଆମର ଗ୍ରାହକଙ୍କ ପ୍ରତି ଆମର ପ୍ରତିଶ୍ରୁତି ଏବଂ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥାଏ।.

ପ୍ରିୟ ଗ୍ରାହକ,,

ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ର ଜଣେ ପୃଷ୍ଠପୋଷକ ଭାବେ, ଆପଣଙ୍କ ନିକଟରେ ନିମ୍ନଲିଖିତ ଅଧିକାର ରହିବ

ଉତ୍ପାଦ ଏବଂ ସେବା, ନିୟମ ଓ ସର୍ତ୍ତାବଳୀ ଉପରେ ସୂଚନା

  • Information

    ଅଧିକାର ନଂ 1

    ସୂଚନା

    ଡିଲ୍ ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଆପଣଙ୍କ ପସନ୍ଦର ଓ ଆପଣ ବୁଝିପାରୁଥିବା ଭାଷାରେ।

  • Accurate & timely disclosure

    ଅଧିକାର ନଂ. 2

    ସଠିକ୍ ଏବଂ ସମୟୋଚିତ ପ୍ରକଟନ

    ସମସ୍ତ ନିୟମ ଓ ସର୍ତ୍ତାବଳୀ ସମେତ ସୁଧ ହାର, ଶୁଳ୍କ ଏବଂ ଦେୟ ଭଳି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀର।

  • Ask for & receive all updated information

    ଅଧିକାର ନଂ. 3

    ସମସ୍ତ ଅଦ୍ୟତନ ସୂଚନା ମାଗନ୍ତୁ ଓ ପ୍ରାପ୍ତ କରନ୍ତୁ

    ଇମେଲ୍ / ୱେବସାଇଟ ପ୍ରଶ୍ନ କିମ୍ବା ପତ୍ର ମାଧ୍ୟମରେ ଆପଣଙ୍କ ଋଣ ଖାତା ସମ୍ବନ୍ଧରେ।

ଋଣ ମଞ୍ଜୁରୀ, ଦସ୍ତାବିଜ ପ୍ରସ୍ତୁତି ଏବଂ ବିତରଣ

  • Be treated without discrimination

    ଅଧିକାର ନଂ. 4

    ପାତରଅନ୍ତରବିହୀନ ଆଚରଣ ପାଆନ୍ତୁ

    ଲିଙ୍ଗ, ଜାତି କିମ୍ବା ଧର୍ମ ଭିତ୍ତିରେ।

  • Know the terms

    ଅଧିକାର ନଂ. 5

    ସର୍ତ୍ତାବଳୀକୁ ଜାଣନ୍ତୁ

    ସମସ୍ତ ନିୟମ ଓ ସର୍ତ୍ତାବଳୀ ସମେତ ସୁଧ ହାର, ଶୁଳ୍କ ଏବଂ ଦେୟ ଭଳି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀର।

  • Know the status

    ଅଧିକାର ନଂ. 3

    ସ୍ଥିତିକୁ ଜାଣନ୍ତୁ

    ଆପଣଙ୍କ ଋଣ ଆବେଦନର, ଆବଶ୍ୟକୀୟ ଦସ୍ତାବିଜ ଦାଖଲ ତାରିଖରୁ 21 ଦିନ ମଧ୍ୟରେ।

  • Refuse payment

    RIGHT NO 7

    ପରିଶୋଧକୁ ପ୍ରତ୍ୟାଖ୍ୟାନ କରନ୍ତୁ

    ଆପଣଙ୍କ ଋଣ ଖାତା ବାବଦରେ ପୈଠ କରିଥିବା ଯେକୌଣସି କିମ୍ବା ସମସ୍ତ ଅର୍ଥରାଶି ପାଇଁ ବୈଧ ଔପଚାରିକ ରସିଦ୍ ବିନା।

ଋଣ ସର୍ଭିସିଂ ଏବଂ ସମାପ୍ତି

  • Seek assistance

    ଅଧିକାର ନଂ. 8

    ସହାୟତା ମାଗନ୍ତୁ

    ପ୍ରଦାନ କରାଯାଉଥିବା / ହାସଲ କରାଯାଇଥିବା ସେବା ଉପରେ ସହାୟତା ପାଇବା ପାଇଁ କମ୍ପାନୀକୁ ଲେଖନ୍ତୁ, କଲ୍ କରନ୍ତୁ କିମ୍ବା ଶାଖା ପରିଦର୍ଶନ କରି ବ୍ୟକ୍ତିଗତ ଭାବେ ଟିଏମ୍ଏଫ୍ଏଲ୍ ଅଧିକୃତ ପ୍ରତିନିଧିଙ୍କ ସହିତ ଆଲୋଚନା କରନ୍ତୁ।

ମତାମତ ଏବଂ ଅଭିଯୋଗ

  • Right to be heard

    ଅଧିକାର ନଂ. 9

    ନିଜ କଥାକୁ ଶୁଣାଇବାର ଅଧିକାର

    ପତ୍ର, ଇମେଲ୍, ଟୋଲ୍ ଫ୍ରି ନମ୍ବର କିମ୍ବା ୱେବସାଇଟ୍ ମାଧ୍ୟମରେ ଉତ୍ପାଦ, ସେବା କିମ୍ବା ପ୍ରକ୍ରିୟାଗୁଡ଼ିକ ଉପରେ ମତାମତ କିମ୍ବା ପ୍ରସ୍ତାବ ଦେବା ପାଇଁ।

  • Right to complain & escalate

    ଅଧିକାର ନଂ. 10

    ଅଭିଯୋଗ କରିବା ଓ ତାହାକୁ ଉପର ସ୍ତରକୁ ଉଠାଇବାର ଅଧିକାର

    ଅଭିଯୋଗ ଦାଏର କରନ୍ତୁ, ଏକ ରେଫରେନ୍ସ ନମ୍ବର ପାଆନ୍ତୁ ଏବଂ ଯଦି ଏକ ନିରପେକ୍ଷ, ପାରଦର୍ଶୀ ଏବଂ ଯୁକ୍ତସଙ୍ଗତ ପଦ୍ଧତିରେ ଆପଣଙ୍କ ସନ୍ତୁଷ୍ଟି ଅନୁଯାୟୀ ଅଭିଯୋଗର ପୂର୍ଣ୍ଣ ପ୍ରତିକାର ନ ହୁଏ ତେବେ କମ୍ପାନୀ ମଧ୍ୟରେ ଅଭିଯୋଗକୁ ଉପର ସ୍ତରକୁ ନେବା ପାଇଁ ଦାବି କରନ୍ତୁ।

ବନ୍ଦ କରନ୍ତୁ

ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ