Loan EMI Calculator
Loan EMI Calculator
Loan EMI Calculator

ଋଣ ଇଏମ୍ଆଇ କାଲକୁଲେଟର୍

ଆପଣଙ୍କ ବାହନ ଋଣର ଇଏମ୍ଆଇ ହିସାବ କରନ୍ତୁ

ନିମ୍ନରେ ମ basic ଳିକ ବିବରଣୀ ପ୍ରବେଶ କରନ୍ତୁ ଏବଂ loan ଣର ସମ୍ପୂର୍ଣ୍ଣ ବ୍ରେକ୍ ଅପ୍ ପାଆନ୍ତୁ |

  • 1l
  • 1cR
  • %

  • 7%
  • 22%
  • ମାସ

  • 12 ମାସ
  • 84 ମାସ

ବାଣିଜ୍ୟିକ ବାହନ ଋଣମୁକ୍ତି ଅନୁସୂଚୀ

ମାସପ୍ରାରମ୍ଭିକ ବଳକାମାସରେ ପୈଠ କରିଥିବା ସୁଧମାସରେ ପୈଠ କରିଥିବା ମୂଳରାଶିଶେଷ ବଳକା

ଆପଣଙ୍କ ଆବଶ୍ୟକତା ପାଇଁ ସର୍ବୋତ୍ତମ ବାହନ ଋଣ ପାଆନ୍ତୁ

    ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

    ବ୍ୟବସାୟର ଆବଶ୍ୟକତା ଆଧାରରେ ଟିଏମ୍ଏଫ୍ଏଲ୍ ଉଭୟ ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘମିଆଦୀ ଋଣ ପ୍ରଦାନ କରିଥାଏ। ଏହି ଅବଧି 30 ଦିନରୁ ଆରମ୍ଭ କରି 72 ମାସ ପର୍ଯ୍ୟନ୍ତ ହୋଇପାରେ।

    ହଁ, ଆପଣ ନିଜର ଋଣକୁ ଅଗ୍ରସମାପ୍ତ (ଫୋରକ୍ଲୋଜ୍) କରିପାରିବେ। ପ୍ରାକ୍-ସମାପ୍ତି ଶୁଳ୍କ ଭାବେ ଋଣର ମୂଳ ରାଶିର ଭବିଷ୍ୟତ ବକେୟାର 4.15% କିମ୍ବା ଟ.5150/-, ଯାହା ଅଧିକ ହୋଇଥିବ, ପ୍ରଯୁଜ୍ୟ ହେବ।

     

    ଆପଣ ନିଜର ଋଣ ବିବରଣୀକୁ ଆମର ମୋବାଇଲ୍ ଆପ୍ / ୱେବସାଇଟ୍ ମାଧ୍ୟମରେ 24*7 ଦେଖିପାରିବେ। ପ୍ଲେଷ୍ଟୋର୍/ଆପଲ୍ ଷ୍ଟୋର୍ ରେ ‘TATA Motors Finance - Customer One’ ଟାଇପ୍ କରି ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ। ବିକଳ୍ପ ଭାବେ, ଆପଣ ତାହାକୁ ଡାଉନଲୋଡ୍ କରିବା ପାଇଁ ନିମ୍ନପ୍ରଦତ୍ତ ଲିଙ୍କ୍ ଉପରେ କ୍ଲିକ୍ କରିପାରିବେ। ଆଣ୍ଡ୍ରଏଡ୍ ଫୋନ୍ ଉପଭୋକ୍ତା: https://goo.gl/n9JRAH ଏବଂ ଆଇଫୋନ୍ ଉପଭୋକ୍ତା: https://apple.co/33bqrsDwww.tmf.co.in ରେ ଆମର ଗ୍ରାହକ ପୋର୍ଟାଲ୍ ଦେଖନ୍ତୁ।

    ଯଦି ଆପଣ ବୀମା ବ୍ୟବସ୍ଥାର ବିକଳ୍ପ ବାଛିଛନ୍ତି, ତେବେ ବୀମା ପଲିସିର ପରବର୍ତ୍ତୀ ନବୀକରଣ ବାବଦୀୟ ସର୍ବମୋଟ ରାଶିକୁ ଆପଣଙ୍କର ମାସିକ କିସ୍ତିରେ ଯୋଗ କରାଯିବ। ଟିଏମ୍ଏଫ୍ ଆପଣଙ୍କ ଋଣରେ ବ୍ୟବସ୍ଥା କରାଯାଇଥିବା ବର୍ଷର ସଂଖ୍ୟାର ସମତୁଲ୍ୟ ଅବଧି ପାଇଁ, ବୀମା ପଲିସିର ନବୀକରଣକୁ ସୁବିଧାଜନକ କରିବ ଏବଂ ପଲିସିର ବୈଧତା ସମାପ୍ତ ହେବାର ଯଥେଷ୍ଟ ପୂର୍ବରୁ ପରବର୍ତ୍ତୀ ବର୍ଷ ପାଇଁ ନବୀକୃତ ପଲିିସିକୁ ଆପଣଙ୍କ ନିକଟକୁ ପଠାଇବାର ବ୍ୟବସ୍ଥା କରିବ। ନବୀକରଣ ସମୟରେ ଆପଣଙ୍କର ଋଣ ଅବହେଳାମୁକ୍ତ ହେବା ଉପରେ ପଲିସିର ନବୀକରଣ ନିର୍ଭରଶୀଳ ହେବ

    ଦେୟରାଶିକୁ ଆରଟିଜିଏସ୍/ଏନ୍ଇଏଫଟି ଜରିଆରେ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ବ୍ୟାଙ୍କ ଖାତାରେ ପରିଶୋଧ କରାଯାଇପାରିବ।

    ଟିଏମ୍ଏଫ୍ଏଲ୍ ପାଇଁଁ
    ବ୍ୟାଙ୍କର ନାମ: ଏକ୍ସିସ୍ ବ୍ୟାଙ୍କ
    ଖାତା ନମ୍ବର: TMFLTD xxxxxxxxxx(10 ଅଙ୍କବିଶିଷ୍ଟ ଋଣ ଖାତା ନମ୍ବର)
    ଖାତାର ନାମ: ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍
    ଆଇଏଫଏସସି କୋଡ୍ UTIB0CCH274

    ଟିଏମ୍ଏଫ୍ଏସ୍ଏଲ୍ ପାଇଁ
    ବ୍ୟାଙ୍କର ନାମ: ଏକ୍ସିସ୍ ବ୍ୟାଙ୍କ
    ଖାତା ନମ୍ବର: TMFSOLxxxxxxxxxx (10 ଅଙ୍କବିଶିଷ୍ଟ ଋଣ ଖାତା ନମ୍ବର)
    ଖାତାର ନାମ: ଟାଟା ମୋଟର୍ସ ଫାଇନାନ୍ସ ସଲ୍ୟୁସନ୍ସ ଲିମିଟେଡ୍
    ଆଇଏଫଏସସି କୋଡ୍ UTIB0CCH274

    ବନ୍ଦ କରନ୍ତୁ

    ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

    ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ